ଚଳଚ୍ଚିତ୍ର ଦେଖିବା ପାଇଁ ମଧ୍ୟପ୍ରଦେଶ ପୁଲିସ୍‌ କର୍ମୀଙ୍କୁ ମିଳିବ ଛୁଟି

ଭୋପାଳ: ମଧ୍ୟପ୍ରଦେଶ ସରକାର ସୋମବାର ଘୋଷଣା କରିଛନ୍ତି ଯେ ନିକଟରେ ମୁକ୍ତିଲାଭ କରିଥିବା ଚଳଚ୍ଚିତ୍ର ‘ଦ କଶ୍ମୀର ଫାଇଲ୍‌ସ’ ଦେଖିବା ପାଇଁ ରାଜ୍ୟର ପୁଲିସ୍‌ କର୍ମଚାରୀଙ୍କୁ ଛୁଟି ପ୍ରଦାନ କରାଯିବ। ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ ରବିବାର ଦିନ ଏହି ଚଳଚ୍ଚିତ୍ରକୁ ରାଜ୍ୟରେ ମନୋରଞ୍ଜନ ଟିକସରୁ ମୁକ୍ତ କରିବାକୁ ନିଷ୍ପତ୍ତି ନେଇଥିଲେ। ଏହାପରେ, ସୋମବାର ମଧ୍ୟପ୍ରଦେଶ ଗୃହମନ୍ତ୍ରୀ ନରୋତ୍ତମ ମିଶ୍ର ସାମ୍ବାଦିକମାନଙ୍କୁ କହିଛନ୍ତି ଯେ ମଧ୍ୟପ୍ରଦେଶ ପୁଲିସ କର୍ମଚାରୀଙ୍କୁ ’ଦ … Continue reading ଚଳଚ୍ଚିତ୍ର ଦେଖିବା ପାଇଁ ମଧ୍ୟପ୍ରଦେଶ ପୁଲିସ୍‌ କର୍ମୀଙ୍କୁ ମିଳିବ ଛୁଟି